Dharitri
Dharitri Presents you the Latest Breaking News, Business, Entertainment, Lifestyle, Sports, National & International News from all over the World.
ଏପ୍ରିଲ ୧ ନୁହେଁ, ୨ରେ ଓଡ଼ିଶା ଆସିବେ ମୋଦି ହିମାଲୟାନ୍ କୁଇନ୍ ଏକ୍ସପ୍ରେସ୍ର ୪ବଗି ଲାଇନଚ୍ୟୁତ. ଯେଉଁଠି ରଙ୍ଗ ନୁହେଁ ପଚା ଅଣ୍ଡାରେ ଖେଳାଯାଏ ହୋଲି ମେଲ୍ବୋର୍ନ ଷ୍ଟାର୍ସ କୋଚ୍ ପଦ ତ୍ୟାଗ କଲେ ଫ୍ଲେମିଂ ୩ ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟ ମଞ୍ଜୁରୀ: ଗଠନ ହେବ ତୃତୀୟ ସର୍ବବୃହତ ବ୍ୟାଙ୍କ. ୧୦ବର୍ଷର ସର୍ବୋଚ୍ଚ ସ୍ତରରେ ଜିଡିପି-ପ୍ରତ୍ୟକ୍ଷ ଟିକସ ଅନୁପାତ. ନୂଆଦିଲ୍ଲୀ,୩-୧: ଆର୍ଥିକ ବର୍ଷ ୨୦୧୭-୧୮ରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ସମ୍ମୁଖରେ ପ୍ରତ୍ୟକ୍ଷ ଟିକସ ଆଦାୟ ୫.୯୮ ପ୍ରତିଶତରେ ପହଞ୍ଚତ୍ଛି ଯାହାକି ବିଗତ ୧୦ ବର୍ଷରେ ସର୍ବଶ୍ରେଷ୍ଠ।
ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଜିଡିପି-ପ୍ରତ୍ୟକ୍ଷ ଟିକସ ଅନୁପାତ ୨୦୧୬-୧୭ରେ ୫.୫୭ ପ୍ରତିଶତ, ୨୦୧୫-୧୬ରେ ୫.୪୭ ପ୍ରତିଶତ ଥଲା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତକୁ ଅଣଟିକସ ସମାଜରୁ ଟିକସ ପାଳନ କରୁଥିବା ସମାଜରେ ପରିବର୍ତ୍ତନ କରିବା ବିମୁଦ୍ରୀକରଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ୧୦ରେ ଜିଏସ୍ଟି କାଉନସିଲ ବୈଠକ. କେନ୍ଦ୍ରାପଡ଼ାରେ ଡଙ୍ଗା ବୁଡ଼ି ୯ମୃତ, ଜଣେ ନିଖୋଜ. ପ୍ରଦୀପଙ୍କ ଦୃଢୋକ୍ତି: ‘ପୁରୀରୁ ମୋଦି ପ୍ରାର୍ଥୀ ହେବାର ୯୦ ପ୍ରତିଶତ ସମ୍ଭାବନା’ ଭୁବନେଶ୍ୱର,୨।
୧(ବ୍ୟୁରୋ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷ ଆରମ୍ଭରୁ ଏକ ଖବର ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ସାଧାରଣ ନିର୍ବାଚନରେ ମୋଦି ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ପୁଣି ଆଲୋଚନା ଆରମ୍ଭ ହୋଇଛି। ଉକ୍ତ ସାକ୍ଷାତକାରରେ ମୋଦି ପୁରୀରୁ ପ୍ରାର୍ଥୀ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ହେଲେ ଭାଜପା ବିଧାୟକ ପ୍ରଦୀପ ପୁରୋହିତ ବୁଧବାର ଦେଇଥିବା ମନ୍ତବ୍ୟ ଉକ୍ତ ଘଟଣାକୁ ଆହୁରି ରୋଚକ କରିଛି। ଆଲ୍ବମ୍ ଅଭିନେତ୍ରୀ ସିମରନ୍ଙ୍କୁ ହତ୍ୟା, ମହାନଦୀ ପଠାରୁ ମିଳିଲା ମୃତଦେହ. ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ବିଜେଡି @ ୨୧; ଓଡ଼ିଶାକୁ ଅର୍ଥନୈତିକ ସ୍ବାଧୀନତା ମିଳୁ: ନବୀନ. ପ୍ରଶ୍ନ ବଦଳରେ ପ୍ରଶ୍ନ ପଚାରିଲେ ଧର୍ମେନ୍ଦ୍ର. ଭୁବନେଶ୍ୱର, ୨୬।
୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ପଚାରିଥିବା ୯ଟି ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଲଟା ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କେତୋଟି ପ୍ରଶ୍ନର ଉତ୍ତର ରଖିବା ସାଙ୍ଗକୁ ଧର୍ମେନ୍ଦ୍ର କିଛି କାଉଣ୍ଟର ଆଟାକ୍ କରି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରାଲିରେ ଯୋଗଦେବାକୁ ଯାଉଥିବା ବସ୍ ଓଲଟିଲା: ୩୫ ଛାତ୍ର ଆହତ; ମାଟିରେ ଶୁଆଇ ପ୍ରାଥମିକ ଚିକିତ୍ସା ପୁଣି ଅଶାନ୍ତ ପୁରୀ: ପାରା ସମର୍ଥକଙ୍କ ଆତଙ୍କରାଜ, ଘରେ ପଶିି ଆକ୍ରମଣ. ପୁରୀ ଅଫିସ,୨୭।
୧୨ : କୁମ୍ଭାରପଡା ଥାନା ଅଧିନ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଗୁଳିମାଡରେ ସଞ୍ଜୟ ବେହେରା ଓରଫ ପାରାଙ୍କ ମୃତ୍ୟୁ ପରେ ସମର୍ଥକ ମାନେ ପ୍ରତିଶୋଧ ପରାୟଣ ହୋଇପଡିଛନ୍ତି। ଗତ ତିନିଦିନ ହେଲା ସହରରେ ଆତଙ୍କ ସୃଷ୍ଟି କରିଛନ୍ତିି। ମଙ୍ଗଳବାର ରାତିରେ ଅବକାଶ ଲେନ୍ରେ ଜଣକ ଘରେ ପଶିି ମାରଣାସ୍ତ୍ର ଧରି ଭୟଭୀତ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସିଏମ୍ସି ଅଫିସ ସମ୍ମୁଖରେ ଆମ୍ ଆଦମୀ ପାର୍ଟୀ ପକ୍ଷରୁ ବିକ୍ଷୋଭ. ବାଲୁକା କଳା ଦେଖିଲେ ଆମେରିକା ରାଷ୍ଟ୍ରଦୂତ: କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ପୁରୀ ଅଫିସ/କୋଣାର୍କ,(ଡି.ଏନ.ଏ.)୨୧ା୧୨: ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନ୍ନେଥ ଜଷ୍ଟର ଗୁରୁବାର ପୁରୀ ଗସ୍ତରେ ଆସିଥିଲେ।
ସେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ସହ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳା ଦେଖିଥିଲେ। ସକାଳ ପ୍ରାୟ ସାଢେ ୯ଟାରେ କେନ୍ନେଥ ଓ ହାଇଦ୍ରାବାଦସ୍ଥିତ ଆମେରିକା କନସୁଲେଟ ଜେନେରାଲ କାଥେରିନ୍ ହାଡା କୋଣାର୍କରେ ପହଞ୍ଚତ୍ଥିଲେ। ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ: ସେସୁକୁ ଏନ୍ଜିଟି ଛାଟ, ଜରିମାନା ୪ କୋଟିକୁ ବୃଦ୍ଧି ଭୁବନେଶ୍ୱର, ୨୧।
୧୨(ବ୍ୟୁରୋ): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗରେ ବିଦ୍ୟୁତ୍ ଆଘାତରେ ଏକକାଳୀନ ୭ ହାତୀଙ୍କ ମୃତ୍ୟୁ ଘଟଣାରେ କଡ଼ା ଅଭିମୁଖ୍ୟ ପୋଷଣ କରିଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)। ହାତୀ ମୃତ୍ୟୁ ପାଇଁ ଗୁରୁବାର ଏନ୍ଜିଟି ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଉପରେ ଜରିମାନା ରାଶିକୁ ୪ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଉକ୍ତ ଅର୍ଥ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗରେ ଜମା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁବୃର୍ତ୍ତ.
ଜୟ ଲଳିତାଙ୍କ ଚିକିତ୍ସା ଖର୍ଚ୍ଚ: ହସ୍ପିଟାଲକୁ ଦିଆଯାଇନି ୪୫ ଲକ୍ଷ ବକେୟା ପ୍ରିୟଙ୍କା-ନିକ୍ଙ୍କ ରୋମାଣ୍ଟିକ୍ ହନିମୁନ୍ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ. ୨୦୧୯ ନିର୍ବାଚନ: ହାତୀ-ସାଇକେଲ୍ର ଶେୟାରିଂ ଫର୍ମୂଲା; ହାତ ମହାମେଣ୍ଟ ସ୍ବପ୍ନକୁ ଝଟ୍କା ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ ଛେଣ୍ଡିପଦା,୧୮।
୧୨(ଡି.ଏନ.ଏ)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ପେଥାଇ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି। ଦିନରାତି ଝିପିଝିପି ଲାଗି ରହିଛି। ଏହାଦ୍ୱାରା ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ପୁରୁଷ ହକି ବିଶ୍ୱକପ୍ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ପେଥାଇ’ ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଦେଇ ସ୍ଥଳଭାଗ ଛୁଇଁଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାତ୍ୟା ପେଥାଇ ପ୍ରଭାବରେ ଗତ ଦୁଇ ଦିନ ହେବ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗି ରହିଛି। କୋହଲା ପାଗ ସାଙ୍ଗକୁ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। କେତେକ ଜିଲାରେ ପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭବାନୀପାଟଣାରେ ସର୍ବାଧିକ ୩୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୩୧, ଫୁଲବାଣୀ ୧୪, କୋରାପୁଟ ୧୫.୨, ମାଲକାନଗିରି ୧୭, ସୋନପୁର ୨୧, ଟିଟିଲାଗଡ଼ ୨୬, ଦାରିଙ୍ଗିବାଡି ୧୧, ହୀରାକୁଦ, ଝାରସୁଗୁଡ଼ା, ସମ୍ବଲପୁୁର ଏବଂ ସୁନ୍ଦରଗଡ଼ରେ ୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ହୃଦ୍ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ. ପାରିଶ୍ରମିକ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ: ଅଙ୍ଗନଓ୍ବାଡି ପାଇବେ ୪,୫୦୦; ସହାୟିକା ୨,୨୫୦ ଟଙ୍କା ବଳପୂର୍ବକ ପାଣି ନେବାକୁ ଚାହୁଁଛି ପାକିସ୍ତାନ: ରାଜରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା ବୁଡ଼ିଯିବ ବମ୍ବେ, ବ୍ୟାଙ୍କକ୍ ସହିତ ଅନେକ ସହର. ପ୍ଲାଷ୍ଟିକ ମୁକ୍ତ ସଚେତନତା ପାଇଁ ପ୍ରତ୍ୟହ ୧ମିନିଟ୍ ମନସୁନ୍ କେୟାର. ମନସୁନ୍ରେ ହେୟାର ସ୍ପ୍ରେ କିମ୍ବା ଜେଲ୍ ବ୍ୟବହାର କରନ୍ତୁ ନାହିଁ ।
କାହିଁକି ନା ଏହା ସ୍କାଲ୍ପରେ ଲାଗିକି ରହିଯିବ ଯାହାଦ୍ୱାରା ମୁଣ୍ଡରେ ରୁପି ହେବାର ଆଶଙ୍କା ରହିଛି । . ମନସୁନ୍ରେ ବାୟୁମଣ୍ଡଳ ଅଧିକ ଆର୍ଦ୍ରତା ରହିବା ଯୋଗୁ କେଶରେ ରୁପି ହେବା ଏକ ସାଧାରଣ ସମସ୍ୟା। ଏଥିପାଇଁ ସପ୍ତାହରେ ଥରେ ଆଣ୍ଟିଡାଣ୍ଡ୍ରଫ୍ ଶାମ୍ପୋ ବ୍ୟବହାର କରନ୍ତୁ। . State to conduct third party audit of discoms. Lady doctor commits suicide by jumping before moving train. ଅସାମାନ୍ୟ ଅଟଳ. ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର।
ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। ଭାରତବାସୀଙ୍କୁ ଗଣତନ୍ତ୍ରର ପରିଭାଷା ବୁଝାଇଥିଲେ ସେ। କେତେବେଳେ ଶାନ୍ତିର କପୋତ ସାଜି ସୀମାନ୍ତରେ ବନ୍ଧୁତାର ଦ୍ୱାର ଖୋଲି ଦେଇଥିଲେ ତ ଆଉ କେତେବେଳେ ପଡ଼ୋଶୀର ଔଦ୍ଧତ୍ୟର ଜବାବ ଦେଇଥିଲେ ଯୁଦ୍ଧକ୍ଷେତ୍ରରେ। ଜମି ଦେବା ନାଁରେ ୧୨କୋଟି ଠକେଇ: ଜେଡ୍ ଇନ୍ଫ୍ରା ନିର୍ଦ୍ଦେଶକ ଗିରଫ. ଭୁବନେଶ୍ୱର, ୮ା୮(ବ୍ୟୁରୋ)- ଲୋକଙ୍କୁ ସୁଲଭ ମୂଲ୍ୟରେ ଜମି ଦେବାକୁ କହି ପ୍ରାୟ ଶହେ ଲୋକଙ୍କଠାରୁ ୧୨କୋଟି ଟଙ୍କା ଠକେଇ କରିଥିବା ଜେଡ୍ ଇନ୍ଫ୍ରା କନଷ୍ଟ୍ରକ୍ସନ ବିଲ୍ଡର ସଂସ୍ଥାର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର(୪୬)ଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)।
ତାଙ୍କ ଘର ନୟାପଲ୍ଲୀ ଥାନା ଅଞ୍ଚଳରେ। ତାଙ୍କ ବିରୋଧରେ ଦଫା ୪୨୦, ୪୦୬, ୪୬୭, ୪୬୮, ୪୭୧, ୧୨୦(ବି) ଲଗାଇ ଇଓଡବ୍ଲ୍ୟୁ କୋର୍ଟ ଚାଲାଣ କରାଯାଇଛି। ପ୍ରସନ୍ନ ନୟାପଲ୍ଲୀ ଆଇଆରସି ଭିଲେଜ ପ୍ଲଟ୍ ନଂ. ୩/୨୩୬ରେ ଜେଡ୍ ଇନ୍ଫ୍ରା କନ୍ଷ୍ଟ୍ରକ୍ସନ ନାମକ ଏକ ବିଲ୍ଡର ସଂସ୍ଥା ଖୋଲିଥିଲେ। ବନ୍ଧୁ ବନ୍ଧୁ! ପ୍ରକୃତିର ଏକ ଅନନ୍ୟ ଉପହାର। ଯଦିଓ ସମସ୍ତଙ୍କର କେହି ନା କେହି ବନ୍ଧୁ ଅଛନ୍ତି, ହେଲେ କେବଳ ସୁଖରେ ନୁହେଁ ଅସମୟରେ ବି ପାଖ ନ ଛାଡ଼ିବା ବନ୍ଧୁତାର କର୍ତ୍ତବ୍ୟ। ଏମିତି ରେଷ୍ଟୁରାଣ୍ଟ ଯେଉଁଠି ପ୍ରସ୍ତୁତ ହୁଏ ଜୋତା ଡିସ୍ ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ମହାନ୍ତି ଆଜି ମହାପ୍ରଭୁଙ୍କ ବନକଲାଗି: ୪ ଘଣ୍ଟା ବନ୍ଦ ରହିବ ଦର୍ଶନ. Imran Khan’s party leading on 109 seats: official results. ବର୍ଷାରେ ବେହାଲ କଟକ, ଭୁବନେଶ୍ୱର, ପୁରୀ: ରାସ୍ତାଘାଟ ଜଳାର୍ଣ୍ଣବ, ଘରେ ପଶିଲା ପାଣି ଉଡ଼ନ୍ତା ବେଲୁନ୍ ଦ୍ୱାରା ମିଳିବ ଇଣ୍ଟରନେଟ୍ ସେବା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସିଧା ପ୍ରସାରଣ. DharitriEpaper. Dharitri Epaper. Dharitri.com. Dharitri.com. Dharitri Office. Dharitri Office. Dharitri Office. Dharitri.